ପାକିସ୍ତାନ ସପକ୍ଷରେ ସ୍ଲୋଗାନ; ଅଭିଯୁକ୍ତର ଆଗୁଆ ଜାମିନ ଆବେଦନ ଖାରଜ
କଟକ, ୧୬।୫(ଇମିସ):ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଜାମିନ ଖାରଜ ଅଭିଯୋଗରେ ରୁଜୁ ମାମଲାରେ ଅଭିଯୁକ୍ତର ଆଗୁଆ ଆବେଦନକୁ ହାଇକୋର୍ଟ କରିଛନ୍ତି। ସମ୍ବଲପୁର ଟାଉନ ଥାନାରେ ଏ ନେଇ ରୁଜୁ ମାମଲାରେ ଆଗୁଆ ଜାମିନ ଲୋଡ଼ି ମହମ୍ମଦ ବାହିଦ ଓରଫ ରାଜୁ ଦାୟର କରିଥିବା ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଅଭିଯୋଗ ନେଇ ସମ୍ବଲପୁର ଟାଉନ ଥାନାରେ ଏତଲା ରୁଜୁ ହୋଇଥିଲା । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକୁ ସରକାରଙ୍କ ତରଫରୁ ବିରୋଧ କରାଯାଇ ଦର୍ଶାଯାଇଥିଲା ଯେ ପହଲଗାମରେ ଆତଙ୍କବାଦୀଙ୍କ ଦ୍ବାରା ନିରୀହ ଲୋକଙ୍କ ପ୍ରାଣହାନୀ ଓ ଦେଶ ଯୁଦ୍ଧ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ଆବେଦନକାରୀ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଆବେଦନକାରୀ ଜଣକ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଧର୍ତ୍ତବ୍ୟ ଅପରାଧ ଅଟେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୫୨ ଅନୁସାରେ ଏହା ଏକ ଦଣ୍ଡନୀୟ ଅପରାଧ । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।
ପାକିସ୍ତାନ ସପକ୍ଷରେ ପୋଷ୍ଟ କରିବା ଅଭିଯୋଗରେ ଅନୱାର କେନ୍ଦ୍ରାପଡ଼ାରୁ ଗିରଫ
କୋଠାର, ୧୬/୫(ଇମିସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେବା ସହିତ ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ସାମାଜିକ ଗଣମାଧ୍ଯମରେ ପୋଷ୍ଟ କରିବା ଅଭିଯୋଗରେ ଧୂଷୁରୀ ପୁଲିସ ଆଜି ଜଣେ ଯୁବକଙ୍କୁ ଗିରଫ କରିଛି। ସଂପୃକ୍ତ ଯୁବକ ହେଉଛନ୍ତି ଧାମନଗର ବ୍ଲକ୍ ବୟାଙ୍ଗଡିହି ପଞ୍ଚାୟତ ଅନ୍ତର୍ଗତ ନୂଆଗାଁଗୋଡ଼ି ପୋଖରୀ ଗ୍ରାମର ଏସ୍କେ ମନୱାର ଅଲ୍ଲୀ। ଅଭିଯୋଗ ଅନୁସାରେ, ଏସ୍କେ ଅନୱାର ଅଲ୍ଲୀଙ୍କ ପୋଷ୍ଟ ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଗତ ୧୪ ତାରିଖରେ ଅଭିଯୋଗକ୍ରମେ ଧୂଷୁରୀ ଥାନାରେ କେସ ନଂ. ୨୨୬/୨୫ରେ ମାମଲା ରୁଜୁ ହୋଇଛି। ଏବାବଦରେ ତନାଘନା କରି ପୁଲିସ ଅନୱାରଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କରାଯାଇଥିବା ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ ସୂଚନା ଦେଇଛନ୍ତି।
ଜଗତ୍ସିଂହପୁର ଜିଲାରୁ ବର୍ଷକୁ ପ୍ରାୟ କୋଡ଼ିଏ ହଜାରରୁ ଉର୍ଦ୍ଧ୍ବ ଗୋରୁ କୋଲକାତା ଚାଲାଣ
ର ଘୁନାଥପୁର, ୧୬।୫ : ଜଗତ୍ସିଂହପୁର ଜିଲାରୁ ବର୍ଷକୁ ପ୍ରାୟ କୋଡ଼ିଏ ହଜାରରୁ ଉର୍ଦ୍ଧ୍ବ ଗୋରୁ କୋଲକାତା ଚାଲାଣ ହେଉଛନ୍ତି । ଜଗତ୍ସିଂହପୁର ଜିଲା ଓ କଟକ ଜିଲାର କେତେକ ଥାନାର ପୁଲିସ୍ର କାର୍ଯ୍ୟ ସନ୍ଦେହ ଘେରରେ ରହିଛି । ପ୍ରକାଶ ଥାଉକି, ଜଗତ୍ସିଂହପୁର ଜିଲା ସଦର ମହକୁମାରୁ ପ୍ରତ୍ୟେକ ହାଟପାଳିରେ ୨୦୦ ଗୋରୁ ଜଇପୁର ଓ ରଘୁନାଥପୁର ଭାୟା ମାହାଳ ହାଟ ଦେଇ କୋଲକାତା ଚାଲାଣ ହେଉଛନ୍ତି। ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ହାଟବାରିରେ ଭ୍ୟାନ୍ରେ ଗୋରୁ ବୋଝେଇ କରି ଜଗତ୍ସିଂହପୁରରୁ ଜିଇପୁର ଦେଇ ଏବଂ ଜଗତ୍ ସିଂହପୁରରୁ ରଘୁନାଥପୁର ଦେଇ କଲକାତା ଚାଲାଣ କରାଯାଉଛି। ଏହି ଗୋରୁ ଚାଲାଣ ସ୍ପଷ୍ଟ ଦିବା ଲୋକରେ ହେଉଥିଲେ ମଧ୍ୟ ଯେଉଁ ରାସ୍ତା ଦେଇ ଏହା ଚାଲାଣ ହେଉଛି ସେହି ଅଞ୍ଚଳର ଥାନା ଓ ଫାଣ୍ଡି ପୁଲିସ୍ ନିରବ ରହୁଥିବାରୁ ସେମାନଙ୍କର କାର୍ଯ୍ୟକଳାପ ପ୍ରତି ଜନସାଧାରଣ ସନ୍ଦେହ ସୃଷ୍ଟି ହୋଇଛି । ପ୍ରତ୍ୟେକ ଗୋରୁ ବୋଝେଇ ଗାଡ଼ିରେ ଜଣେଜଣେ ଯୁବକ ମାରଣାସ୍ତ୍ର ସାଙ୍ଗରେ ନେଉଛନ୍ତି। ଫଳରେ ଗାଡ଼ିକୁ ଅଟକାଇବା ପାଇଁ ଜନସାଧାରଣ ସାହାସ କରୁନାହାନ୍ତି। ଗତବର୍ଷ ଜଗତ୍ ସିଂହପୁରରୁ କୋଲକାତା ଭାୟା ଜଇପୁର ଦେଇ ଆସୁଥିବା ଏକ ଗୋରୁ ବୋଝେଇ ଟ୍ରକକୁ ବଜରଙ୍ଗ ଦଳର କେତେକ କର୍ମୀ ଅଟକାଇଥିଲେ। ମାତ୍ର ଉକ୍ତ ଗୋରୁ ବୋଝେଇ ଟ୍ରକରେ ଥିବା ଗୁଣ୍ଡା ମାନଙ୍କ ଆକ୍ରମଣରେ ବଜରଙ୍ଗ ଦଳର କର୍ମୀମାନେ ଗୁରୁତର ହୋଇଥିଲେ। ଏହା ଦେଖ୍ ସ୍ଥାନୀୟ ଜନସାଧାରଣ ଶହଶହସଂଖ୍ୟାରେ ଆସି ଉକ୍ତ ଗୋରୁ ବୋଝେଇ ଟ୍ରକକୁ ଅଟକାଇ ଏଥରେ ଥିବା ଗୁଣ୍ଡା ମାନଙ୍କୁ ଧରି ତିର୍ତ୍ତୋଲ ଥାନା ଜିମା ଦେଇଥିଲେ । ଏହି ଘଟଣା ଘଟିବାରୁ ଅଳ୍ପଦିନ ପରେ ଯଥା ପୂର୍ବ ତଥା ପରଂ ଅବସ୍ଥା ସୃଷ୍ଟି ହୋଇଛି । ପୂର୍ବଭଳି ଜଗତ୍ସିଂହପୁର ଜିଲାରୁ ପ୍ରତି ହାଟ ପାଳିରେ ୨୦୦ରୁ ଊର୍ଦ୍ଧ୍ବ ଗୋରୁ କୋଲକାତା ଚୋରାଚାଲାଣ ହେଉଛନ୍ତି। ଜିଲାରୁ ବର୍ଷକୁ ପ୍ରାୟ ୧୯୨୦୦ ଗୋରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥୁପ୍ରତି ଦୃଷ୍ଟିଦେଇ ଗୋରୁ ଚୋରା ଚାଲାଣ ରୋକିବାକୁ ବୁଦ୍ଧିଜୀବୀ, ଗୋ ସୁରକ୍ଷା ବାହିନୀ, ବଜରଙ୍ଗ ଦଳ ପକ୍ଷରୁ ଦାବି ହୋଇଛି।
ପିଲାଟି ସିନା ସାନ କିନ୍ତୁ ଦାନତ ମହାନ
ଭାରତୀୟ ସେନାକୁ ନିଜର ସଞ୍ଚିତ ଅର୍ଥ ଦାନ କରି ଚର୍ଚ୍ଚିତ ହୋଇପାରିଛି ଜଣେ ୮ ବର୍ଷର ବାଳକ। ଯେଉଁ ବୟସର ପିଲା ଖେଳଣା କିଣିବାରେ ନିଜ ସଞ୍ଚିତ ଅର୍ଥ ଖର୍ଚ୍ଚ କରିଥାନ୍ତି ସେହି ବୟସରେ ପିଲାଟି ସେନାକୁ ନିଜ ସଞ୍ଚିତ ଅର୍ଥ ଦାନ କରିଛି । ତାମିଲନାଡୁ କାରୁର ବାସିନ୍ଦା ୮ ବର୍ଷର ଏହି ବାଳକ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼େ। ସେ ନିଜ ପରିବାର ସଦସ୍ୟଙ୍କ ସହ କାରୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜ ସଞ୍ଚିତ ଅର୍ଥ ଦାନ କରିଛି । ଗତ ୧୦ ମାସ ହେବ ପରିବାର ଲୋକେ ଓ ସମ୍ପର୍କୀୟ ତାକୁ ଯେଉଁ ଅର୍ଥ ପ୍ରଦାନ କରିଥିଲେ ତାହାକୁ ସେ ଏକ ଡବାରେ ସଞ୍ଚୟ କରି ରଖୁଥିଲା। ସେହି ଡବାକୁ ନେଇ ସେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳଙ୍କୁ ହସ୍ତାନ୍ତର କରିଥିଲା । ସେନାବାହିନୀକୁ ସେ ଅର୍ଥ ପଠାଇବାକୁ ସେ ଜିଲାପାଳଙ୍କୁ କହିଥିଲା। ୮ ବର୍ଷ ବୟସ୍କ ପିଲାର ଏପରି ମାନସିକତା ଦେଖ୍ ଜିଲାପାଳ ଭାବବିହ୍ଵଳ ହୋଇ ପଡ଼ିଥିଲେ। ଅପେକ୍ଷାରତ ଗଣମାଧ୍ୟମକୁ ପିଲାଟି କହିଥିଲା ଯେ ସେନା ଯବାନ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ସଞ୍ଚିତ ଅର୍ଥ ଦାନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପିଲାଟିକୁ ଏକାଧିକ ବ୍ୟକ୍ତି ପ୍ରଶଂସା କରିଛନ୍ତି। ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଦେଇ ଦର୍ଶାଇଛନ୍ତି ଛୋଟ ପିଲାଟି କେତେ ଟଙ୍କା ଦାନ କଲା ତାହା ବଡ଼ କଥା ନୁହେଁ। ତା'ର ମାନସିକତାକୁ ସମସ୍ତେ ପ୍ରଶଂସା କରିବା ଉଚିତ୍। ଅନ୍ୟଜଣେ ବ୍ୟକ୍ତି ଲେଖୁଛନ୍ତି ସେହି ଛୋଟ ପିଲା ଅନ୍ୟମାନଙ୍କ ନିମନ୍ତେ ଆଦର୍ଶ ପାଲଟିଛି।
----
ତିରୁପତି ବାଲାଜୀ ମନ୍ଦିର ପରିସରରେ କାହିଁକି ହେଲା ଆସ୍ଥା ସହିତ ବିଶ୍ୱାସ ଘାତକ, ଏହା କ’ଣ ଏକ ଷଡ଼ଯନ୍ତ୍ର?
ତିରୁମାଲା: ତିରୁପତି ବାଲାଜୀ ମନ୍ଦିରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଖୋଲାଖୋଲି ନମାଜ ପାଠ କରିଥିଲେ। ଏହା ଭକ୍ତଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି। ଏହି ଘଟଣାଟି ତିରୁମାଲାରେ ଘଟିଥିଲା। ତିରୁମାଳା ହେଉଛି ଭଗବାନ ଶ୍ରୀନିବାସଙ୍କ ବାସସ୍ଥାନ। ଏଠାରେ ଅଣହିନ୍ଦୁ ଧର୍ମର ପ୍ରଚାର ସମ୍ପୂର୍ଣ୍ଣ ନିଷେଧ। ଯଦି ଜଣେ ଅଣହିନ୍ଦୁ ଭଗବାନ ଭେଙ୍କଟେଶ୍ୱରଙ୍କ ଦର୍ଶନ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଏକ ଘୋଷଣାପତ୍ର ଦାଖଲ କରିବାକୁ ପଡିବ। ଏହି ଘୋଷଣାପତ୍ରରେ ସେମାନଙ୍କୁ କହିବାକୁ ପଡିବ ଯେ ସେମାନେ ଭଗବାନ ଭେଙ୍କଟେଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି। କିନ୍ତୁ ଏପରି ନିୟମ ଥିବା ସତ୍ତ୍ୱେ, ଜଣେ ବ୍ୟକ୍ତି କିପରି ମନ୍ଦିର ପରିସରରେ ନମାଜ ପାଠ କରିଥିଲେ। ଏହି ଘଟଣାଟି ପୁରୋହିତ ସଂଘ ନିକଟରେ ଏକ ଖାଲି ସ୍ଥାନରେ ଘଟିଥିଲା।
ଭାଇରାଲ ଭିଡିଓରେ କ'ଣ ଅଛି?
ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ନମାଜ ପଢୁଛନ୍ତି। ଏହା ସିସିଟିଭି କ୍ୟାମେରା ସାମ୍ନାରେ ଘଟୁଛି। ତଥାପି ସୁରକ୍ଷା କର୍ମୀମାନେ ଏଥିରେ କୌଣସି ଧ୍ୟାନ ଦେଇ ନଥିଲେ। ଏହି ଘଟଣା ପାପନାଶନମ ରାସ୍ତାରେ କଲ୍ୟାଣ ବୈଦିକ ନିକଟରେ ଘଟିଛି। ସୂଚନା ଅନୁଯାୟୀ, ନମାଜ ପଢିଥିବା ବ୍ୟକ୍ତି ବଙ୍ଗଳାର ବାସିନ୍ଦା। ସେ ଜଣେ କାର୍ ଡ୍ରାଇଭର ଭାବରେ ତିରୁମାଲାକୁ ଆସିଥିଲେ। ଭକ୍ତମାନେ କହୁଛନ୍ତି ଯେ ସୁରକ୍ଷା କର୍ମୀମାନେ କ'ଣ କରୁଥିଲେ? ଏହା ଉପରେ ତିରୁପତି ତିରୁମାଲା ଦେବସ୍ଥାନମ୍ (ଟିଟିଡି) ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ତିରୁପତିରେ ଅନ୍ୟ ଧର୍ମର ପ୍ରାର୍ଥନା ନିଷେଧ
ପ୍ରକୃତରେ ତିରୁପତି ହିନ୍ଦୁମାନଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ସ୍ଥାନ। ଶ୍ରୀବାରୀ ମନ୍ଦିର ଆଗମ ଶାସ୍ତ୍ରର ନିୟମ ଏବଂ ପରମ୍ପରା ପାଳନ କରେ। ମନ୍ଦିର ପରିସରରେ ଏବଂ ତିରୁମାଲା ପାହାଡ଼ରେ ଅନ୍ୟ ଧର୍ମର ପ୍ରାର୍ଥନା ନିଷେଧ। ତିରୁମାଲା ମନ୍ଦିର ହିନ୍ଦୁ ନିୟମ ଅନୁସାରେ ଚାଲିଥାଏ। ମନ୍ଦିରର ପବିତ୍ରତା ଏବଂ ପରମ୍ପରାକୁ ବଜାୟ ରଖିବା ଟିଟିଡିର ଦାୟିତ୍ୱ। ଜିଓ ନମ୍ବର ୭୪୬ (୨୦୦୭) ଅନୁଯାୟୀ, ଶ୍ରୀବାରୀ ମେଟ୍ଟୁରୁ ବାଲାୟାପଲ୍ଲୀ ପର୍ଯ୍ୟନ୍ତ ବିସ୍ତୃତ ତିରୁମାଲା ପର୍ବତମାଳାରେ ଅଣହିନ୍ଦୁ ଧର୍ମର ପ୍ରଚାର ସମ୍ପୂର୍ଣ୍ଣ ନିଷେଧ।
ପଲୱାଲରୁ ୫୯ ଜଣ ବାଂଲାଦେଶୀ ଗିରଫ, ୧୦ ବର୍ଷ ପୂର୍ବେ ଭାରତରେ ପ୍ରବେଶ କରିଥିଲେ
ପଲୱାଲ-୨୩ ମଇ, ୨୦୨୫ ତାରିଖ ଦିନ ପୋଲିସ ହରିୟାଣାର ପଲୱାଲରେ ଏକ ଇଟା ଭାଟିରେ ଚଢାଉ କରି ୫୯ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ମହିଳା ଏବଂ ପିଲାମାନେ ମଧ୍ୟ ଅଛନ୍ତି। ସେମାନେ ସମସ୍ତେ ଏଠାରେ ଅବୈଧ ଭାବରେ ରହୁଥିଲେ।
ଉତାୱାଡ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଦିନେଶ କୁମାର କହିଛନ୍ତି ଯେ ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଚଢାଉ କରାଯାଇଥିଲା। ପଚରାଉଚରା ସମୟରେ ସେ କହିଥିଲେ ଯେ ସେ ପ୍ରାୟ ୧୦ ବର୍ଷ ପୂର୍ବେ ବେଆଇନ ଭାବରେ ସୀମା ପାର କରି ବାଂଲାଦେଶରୁ ଭାରତ ଆସିଥିଲେ।
ପୋଲିସ ସେମାନଙ୍କଠାରୁ ବେଆଇନ ଭାବରେ ତିଆରି ହୋଇଥିବା ନକଲି ପରିଚୟପତ୍ର ମଧ୍ୟ ଉଦ୍ଧାର କରିଛି ଏବଂ ଏବେ ସେମାନଙ୍କ ସହ ଜଡିତ ଅନ୍ୟାନ୍ୟ ସୂଚନା ମଧ୍ୟ ସଂଗ୍ରହ କରାଯାଉଛି। ତା'ପରେ ସେମାନେ ଦେଖାଇଥିବା ସମସ୍ତ ଡକ୍ୟୁମେଣ୍ଟଗୁଡ଼ିକୁ ଯାଞ୍ଚ କରାଯିବ।
ସ୍ବଧର୍ମକୁ ଫେରାଇ ଆଣିଲା ନବ ବିବାହିତ ବଧୁ
ଝାବୁଆ-ପଶ୍ଚିମ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର ଏକ ଗାଁରେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ବିସୌଲି ଗାଁର ଜଣେ ଝିଅର ବିବାହ ୧ ମାସ ପୂର୍ବରୁ ଦେବାର ବାଡି ଗାଁର ଜଣେ ପୁଅ ସହିତ ହୋଇଥିଲା। ବିବାହ ପରେ ଝିଅଟି ଯେତେବେଳେ ପୁଅଟିକୁ ବେକରେ ଏକ କ୍ରସ୍-ଲକେଟ୍ ପିନ୍ଧିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲା।
ବୋହୂ ଜାଣିବାକୁ ପାଇଲେ ଯେ ତାଙ୍କ ଶ୍ୱଶୁର ଘର ଲୋକେ ୨୦ ବର୍ଷ ପୂର୍ବେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ଏବଂ ଏବେ ତାଙ୍କୁ ମଧ୍ୟ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ଚାପ ପକାଉଥିଲେ। ଝିଅଟି ମନା କରିଦେଲା ଏବଂ ତା'ର ବାପାମାଆଙ୍କ ଘରକୁ ଫେରିଗଲା।
ଝିଅଟିର ପରିବାର ଲୋକ ପୋଲିସରେ ଅଭିଯୋଗ କରିଥିଲେ। ଏହା ପରେ, ଉଭୟ ପରିବାର ଏବଂ ଗାଁ ଲୋକଙ୍କର ଏକ ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଝିଅଟିର ପରିବାର କହିଲେ ଯେ ଯଦି ପୁଅଟିର ପରିବାର ହିନ୍ଦୁ ଧର୍ମକୁ ପୁନର୍ବାର ଗ୍ରହଣ କରିବେ ତେବେ ସେମାନେ ତାଙ୍କ ଝିଅକୁ ତାଙ୍କ ଘରକୁ ପଠାଇବେ।
ପୁଅ ପରିବାର ସମସ୍ତଙ୍କ କଥା ଶୁଣିଲେ ଏବଂ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ରାଜି ହେଲେ। ପୁଅ ପକ୍ଷ ଏହା ମଧ୍ୟ କହିଛନ୍ତି ଯେ ଏବେଠାରୁ ସେମାନେ କେବଳ ହିନ୍ଦୁ ପର୍ବ ପାଳନ କରିବେ ଏବଂ ଖ୍ରୀଷ୍ଟିଆନ ଧର୍ମର ଲୋକଙ୍କୁ ତାଙ୍କ ଘରକୁ ଆସିବାକୁ ଦେବେ ନାହିଁ। ଯଦି ସେମାନେ ଏପରି ନ କରନ୍ତି, ତେବେ ପଞ୍ଚାୟତ ସେମାନଙ୍କୁ ଦଣ୍ଡ ଦେବ ଏବଂ ଝିଅର ପରିବାର ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଯେଉଁ ପରିବାର ୨୦ ବର୍ଷ ପୂର୍ବେ ପାଇଁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ, ସେମାନେ ଏକ ବୋହୂ ପାଇଁ ହିନ୍ଦୁ ଧର୍ମକୁ ଫେରି ଆସିଲେ।
୫୦୦ ଶିଖ ସ୍ବଧର୍ମକୁ ଫେରିଲେ
ପିଲିଭିତ-ଉତ୍ତର ପ୍ରଦେଶର ପିଲିଭିତ ଜିଲ୍ଲାର ଭାରତ-ନେପାଳ ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଶିଖ ସ୍ବଧର୍ମକୁ ଫେରିଛନ୍ତି। ଏହି ଲୋକମାନେ ପୂର୍ବରୁ ଶିଖ ଧର୍ମ ଛାଡ଼ି ଖ୍ରୀଷ୍ଟିଆନ ହୋଇଯାଇଥିଲେ। ୨୩ ମଇ, ୨୦୨୫ ତାରିଖ ଶୁକ୍ରବାର ଦିନ ବେଲହା ଏବଂ ତାତରଗଞ୍ଜ ଗାଁରେ ଶିଖ ସମ୍ପ୍ରଦାୟର ଲୋକମାନେ ବହୁ ସଂଖ୍ୟାରେ ଉତ୍ସବରେ ଯୋଗ ଦେଇଥିଲେ।
ରିପୋର୍ଟ ଅନୁଯାୟୀ, VHP ଏହି ଗ୍ରାମଗୁଡ଼ିକରେ ଦୁଇ ଦିନ ପାଇଁ ଶିବିର ସ୍ଥାପନ କରିଥିଲା ଏବଂ ଲୋକମାନଙ୍କୁ ଶିଖ ଧର୍ମକୁ ଫେରାଇ ଆଣିବା ପାଇଁ ଏକ ସଚେତନତା ଅଭିଯାନ ଚଳାଇଥିଲା। ଏହି ସମୟରେ ସୁରକ୍ଷା ପାଇଁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ଭିଏଚପିର ସଂଗଠନ ମନ୍ତ୍ରୀ ପ୍ରିନ୍ସ ଗୌର କହିଛନ୍ତି ଯେ ନେପାଳ ସୀମା ସଂଲଗ୍ନ ଗ୍ରାମଗୁଡ଼ିକରେ ଲୋକଙ୍କୁ ଭେଟି ସେମାନଙ୍କୁ ଶିଖ ଧର୍ମର ଗୁରୁତ୍ୱ ବୁଝାଯାଇଥିଲା। ଅନେକ ପରିବାର ସ୍ୱେଚ୍ଛାକୃତ ଭାବରେ ସ୍ବଧର୍ମକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଗୁରୁଦ୍ୱାରା ପରିଚାଳନା କମିଟି ମଧ୍ୟ ଅମୃତପାନ ଭଳି ଧାର୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ୧୬୦ ପରିବାରକୁ ଶିଖ ଧର୍ମକୁ ଫେରାଇ ଆଣିଛି। ସେହି ସମୟରେ ଅନ୍ୟମାନଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଉସୁକାଉଥିବା କିଛି ଲୋକଙ୍କୁ ମଧ୍ୟ ସାମାଜିକ ବୟକଟ କରାଯାଇଥିଲା।
ଲଭ ଜିହାଦର ଶିକାର ହେଲେ ମହିଳା ପୋଲିସ କର୍ମଚାରୀ
ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରୁ ଏକ ଲଭ ଜିହାଦର ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ପୋଲିସ କର୍ମଚାରୀ ଏହାର ଶିକାର ହୋଇଛନ୍ତି ା ମୁବାରିକ ଶେଖ ନିଜକୁ ଅନିଲ ସୋଲାଙ୍କି ବୋଲି ପରିଚୟ ଦେଇ ମହିଳା ପୋଲିସ କର୍ମଚାରୀକୁ କୋର୍ଟ ମ୍ୟାରେଜ୍ କରି ତାଙ୍କୁ ପ୍ରତାରଣା କରିଛନ୍ତି। ଶେଖ ପୂର୍ବରୁ ବିବାହିତ ଥିଲେ ଏବଂ ଦୁଇଟି ସନ୍ତାନର ପିତା। ଏହି ଘଟଣା ୨୩ ମଇ ୨୦୨୫ ଦିନ ଲୋକଲୋଚନକୁ ଆସିବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।
ଏହି ଘଟଣା ଖଣ୍ଡୱା ପୋଲିସ ଷ୍ଟେସନର। ମହିଳା ଜଣକ କହିଛନ୍ତି ଯେ ସେ ୨୦୨୦ ମସିହାରେ ଖଣ୍ଡୱା ପୋଲିସ ଲାଇନରେ କାମ କରୁଥିବା ବେଳେ ମୁବାରିକଙ୍କୁ ଭେଟିଥିଲେ । ସେହି ସମୟରେ ମୁବାରିକ ନିଜକୁ ଅବିବାହିତ କହିବା ସହିତ ହିନ୍ଦୁ ନାମ ରେ ପରିଚୟ ଦେଇଥିଲେ । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା ଏବଂ ପରେ କୋର୍ଟ ମ୍ୟାରେଜ୍ ହେଲା। ତଥାପି ବିବାହ ପରେ ମଧ୍ୟ, ସେ ତାଙ୍କର ପ୍ରକୃତ ପରିଚୟ ଏବଂ ପାରିବାରିକ ସ୍ଥିତିକୁ ଲୁଚାଇ ରଖିଥିଲେ।
ପୀଡିତା ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଅଢ଼େଇ ମାସର ଗର୍ଭବତୀ ଥିଲେ, ଅଭିଯୁକ୍ତ ତାଙ୍କୁ ଏକ ନିଦ ବଟିକା ଦେଇଥିଲେ ଏବଂ ବଳପୂର୍ବକ ଗର୍ଭପାତ କରାଇଥିଲେ। ଏହାପରେ ମହିଳା ଜଣକ ଜାଣିବାକୁ ପାଇଲେ ଯେ ମୁବାରିକ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛି ା ସେ ତାଙ୍କୁ ପଚାରିବାରୁ ମୁବାରିକ ତାଙ୍କୁ ଧମକ ଦେଇ କହିଥିଲେ, 'ତୁମେ ଯାହା କରିପାରିବ କର।'
ପୀଡିତା କହିଛନ୍ତି ଯେ ସେ ଏହି ସମ୍ପର୍କରେ ଝାବୁଆ ଏବଂ ଖଣ୍ଡୱାର ପୋଲିସ ଅଧିକାରୀଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ, କିନ୍ତୁ କେହି ତାଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ନଥିଲେ। ତାଙ୍କ ମତରେ, ଦାୟର ହୋଇଥିବା ଏଫଆଇଆରରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିଶୁଣି ଯୋଡା ଯାଇନାହିଁ। ଏପରିକି ତାଙ୍କ ସ୍ୱରକୁ ଦମନ କରିବା ପାଇଁ ତାଙ୍କ ମୋବାଇଲ୍ ନମ୍ବର ଏବଂ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ୍ କରାଯାଇଥିଲା।
ଯେତେବେଳେ ଏହି ଘଟଣା ଗଣମାଧ୍ୟମ ଏବଂ ସ୍ଥାନୀୟ ପ୍ରଶାସନର ଦୃଷ୍ଟିକୁ ଆସିଲା ସେତେବେଳେ ଖଣ୍ଡୱା କେତାୱାଲି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ମୁବାରିକ ଶେଖଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି, ଯେଉଁଥିରେ ପ୍ରତାରଣା, ବଳପୂର୍ବକ ଗର୍ଭପାତ, ଧମକ ଏବଂ ଲଭ୍ ଜିହାଦ ଭଳି ଗମ୍ଭୀର ଧାରା ଅନ୍ତର୍ଭୁକ୍ତ।
----------------------
ରେମୁଣାରେ ଲଭ୍ ଜିହାଦ
ରେମୁଣା,୨୨୫ (ନିପ୍ର): ବାଲେଶ୍ଵର ଜିଲ୍ଲୀ ରେମୁଣା ଅଞ୍ଚଳରେ ‘ଲଭ୍ ଜିହାଦ’ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅଧୀନ ନରହରିପୁର ସ୍କୁଲର ୫ଟି କାମ ଚାଲୁଥିବା ସମୟରେ ସେଠାରେ ଏକ ଠିକା ସଂସ୍ଥା ଦ୍ବାରା ପଶ୍ଚିମବଙ୍ଗର କିଛି ଯୁବକ ରହି କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଝରକା କବାଟ ତିଆରି କରୁଥିବା
ଜଣେ ଯୁବକ ଗାଁର ଜଣେ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବକ ଜଣକ ନିଜକୁ ରୋହିତ ପୁରୋହିତ ନାଁରେ ପରିଚୟ ଦେଇ ଛାତ୍ରୀ ଜଣକୁ ପ୍ରେମ ଜାଲରେ ଫସାଇଥିଲା। ସେବେଠାରୁ ମୋବାଇଲ ନମ୍ବର ଆଦାନପ୍ରଦାନ କରି ସମ୍ପର୍କ ଜାରି ରଖୁଥିଲେ। ଚଳିତ ମାସ ୧୦ ତାରିଖରେ ଯୁବତୀ ହଠାତ ନିଖୋଜ ହୋଇଯାଇଥିଲା। ଖୋଜାଖୋଜି ପରେ ସେ ଜଣେ ଯୁବକ ସହ ଯାଉଥିବା ତା’ର କେହି ସାଙ୍ଗ ପରିବାର ଲୋକଙ୍କୁ ଜଣାଇଥିଲେ। ପୁଲିସରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ସେଥିରୁ ଯୁବକର ମୋବାଇଲ ନମ୍ବରକୁ ଟ୍ରାକ୍ କରି ସେ ପଶ୍ଚିମବଙ୍ଗରେ ଥିବା ଜଣାପଡ଼ିଥିଲା। ଯୁବକ ଜଣକ ଅନ୍ୟ ସମ୍ପ୍ରଦାୟର ହୋଇଥିବାରୁ ଘଟଣାର ସମ୍ବେଦନଶୀଳତାକୁ ଦେଖୁ ପୁଲିସ ତତ୍ପରତା ପ୍ରକାଶ କରିଥିଲା ।
ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ସୂଚନାନୁଯାୟୀ, ଏ ନେଇ ଏକ ଟିମ ଗଠନ କରି ପୁଲିସ ବୁଧବାର କଲକାତା ଯାଇଥିଲେ। କଲକାତାରୁ ପ୍ରାୟ ୬୦ କିଲୋମିଟର ଦୂର ଏକ ଘର ଭିତରେ ଥିବା ସୁଲତାନ ରେହେମାନ ଖାଁ(୨୫) ଏବଂ ୧୯ ବର୍ଷୀୟ ଯୁବତୀକୁ ନେଇ ଫେରିଥିଲା । ଯୁବତୀ ଜଣଙ୍କ ରେମୁଣା କଲେଜରେ +୨ (କଳା) ପରୀକ୍ଷା ଦେଇଥିବା ବେଳେ ବୁଧବାର ପ୍ରକାଶ ପାଇଥିବା ଫଳାଫଳରେ ସେ ଉତ୍ତୀର୍ଣ୍ଣ ହୋଇଛି। ଯୁବତୀଙ୍କ କହିବା କଥା ସେମାନେ ସେଠାରେ ଏକ ମସଜିଦରେ କୁବୁଲ ଉଚ୍ଚାରଣ କରିବାକୁ କୁହାଯାଇଥିଲା । ଏପଟେ ନାମ ବଦଳାଇ ଯୁବତୀକୁ ପ୍ରେମ ଜାଲରେ ଫସାଇ ଲଭ୍ ଜିହାଦ ଘଟଣାକୁ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇ କଠୋର ପଦକ୍ଷେପ ନେବାକୁ ଦାବି କରାଯାଇଛି।
• ହିନ୍ଦୁ ପରିଚୟ ଦେଇ ଯୁବତୀ ଅପହରଣ • ପଶ୍ଚିମ ବଙ୍ଗରୁ ଉଭୟଙ୍କୁ ଧରିଲା ପୁଲିସ
Rk\û^
ùKøYiò RùY aýqòuê ùKøYiò aÉê aû ]^ @_ðY
KeòaûKê \û^ Kêjû~ûGö Kò«ê ~ûjû ùKøYiò aÉê aû
\âaý ^êùjñ, Zûjû @_ðY Keòaû c¤ \û^ö ùi[ô_ûAñ
aò\ýû\û^Kê cjû]^ \û^ ijòZ Zêk^û Keû~ûAQòö
\û^ iû]ûeY bûaùe ù\aû aû _â\û^ KeòaûKê
aêSûAùf c¤, Gjû GK cj©e Kû~ðý aû @ûPeY
bûaùe aòùaPòZ ùjûA[ûGö aò\ýûKê cjû]^ Kêjû~òaû
_eò, ‘iêbûhòZ e^ôbûŠûMûe’ùe Rk, @^Ü I iêbûhòZ,
G Zò^òUòKê _é[ôaúe @cìfýe^ô Kêjû~ûAQòö Gjû c¤
Kêjû~ûAQò- Gjû @cìfý e^ô ùjûA[ôùf c¤,
cìXÿaýqòcûù^ _ûhûYLŠKê jó e^ô ùaûfò Kjò[û@û«òö
Zéhû©ðKê Rk\û^ I lê]û©ðKê @^Ü\û^ cjû_êYý eìù_
aòùaPòZ ùjûA[ûGö ùi[ô_ûAñ Kûùk Kûùk Gjû ùgâÂ\û^
eìù_ ÊúKéZ ùjûA @ûiòQòö ‘cjûbûeZ’ùe c¤ G
iõ_Kðùe ^òŸðòÁ CùfäL @Qòö ‘cjûbûeZ’e C_ûLýû^
@^êiûùe, geg~ýûùe gûdòZ búhàuê GK\û Zéhû
ùjaûeê Zúecì^ùe bìMbðeê Rk ^òMðZ KeûA @Rðê^
Zûue Zéhû ^òaûeY Keò[ôùfö ùZùa, ‘@^êgûi^
_að’ùe [ôaû a‰ð^û @^êiûùe, ~ê]ôÂòe ù~ùZùaùk
_òZûcj búhàuê _û^úd (Rk) \û^ iõ_Kðùe
_Pûeò[ôùf, ùiùZùaùk búhà Zûuê C_ùeûq C©e
ù\A Kjò[ôùf- ‘‘G iõiûeùe ù~ùZ \û^ @Qò,
Rk\û^ ùiiaê c¤ùe ùgâÂö ù~Cñ aýqò Hgß~ðý
Kûc^û Ke«ò, _âZò\ò^ Rk\û^ Keòaû Zûue K©ðaýö’’
cêLý \ßûee aûc_ùU gêb Kki eLôaû
@Zý« bf ùjûA[ûGö @ûagýK iÚùk @û_Y
@Nðý ù\ùa, Zû’_ùe cû’ aé¦ûaZúuê _ìRû
Keòùaö @ûC Zû’_ùe cêLý \ßûe ^òKUùe gêb
KkiKê iÚû_^û Keò Ne VûKêeuê _ìRû Kùf
_eòaûee cwk ùjûA[ûG ùaûfò
aògßûi Keû~ûGö
♦ ~\ò iìù~ðýû\d _ìaðeê gêb
Kki aiûAaû i¸a ùjC^ûjó
Zû’ùjùf iKûke _â[c _âje
@[ðûZþ iKûk 9Uû bòZùe gêb
Kki aiûAaû ^òjûZò @ûagýKö
♦ gêb Kkie _ûYò aûiò ùjaû
VòKþ ^êùjñ @[ðûZþ iKûùk ù~Cñ gêb Kki
aiûA[ôùa iì~ðýûÉ _ìaðeê ùijò Kkie _ûYòKê
ùKøYiò MQ cìkùe Xûkòù\ùaö
cêLý \ßûe ùjCQò Nee ajê MêeêZß
_ì‰ð aj^ Kùeö Nùe _âùag
Keòaû @ûC Neê aûjûeKê ~òaû
ùjCQò Gjò cêLý \ßûe ù\A jó
~ûA[ûC ùZYê Nee cêLý
ùjCQò cêLý \ßûeö
Pûjóùf GjûKê WûjûY _ùU Kò´û \ßûee i¹êL
bûMùe c¤ eLô_ûeòùaö Kò«ê i¹êLùe
eLôùf bêfþùe Kûjûe ùMûW aûRò~òaûe
i¸ûa^û [ûGö ùZYê ^òRe iêaò]û
@^ê~ûdú gêb KkiKê \ßûee ù~CñVò Pûjóùa
ùiVò eLô_ûeòùaö Kò«ê ¤û^ ù\ùa NeKê
~òaû@ûiòaû icdùe ù~còZò gêbKki C_ùe
icÉue ^Re _Wò_ûeê[ôaö
♦ ~\ò @û_Yu cêLý \ßûee Kû^ÚKê fûMò PCeû
ejòQò, Zû’ùjùf Cq PCeûe cŠ_ C_ùe @û_Y Gjò gêb KkiKê
c¤ eLô_ûeòùaö
♦ _âZò\ò^ iìù~ðýû\d _ìaðeê iÜû^iûeò _â[ùc iì~ðý ù\aZûuê Rk
iì~ðý_ìRû
iì~ðý ù\aZû gqò _â\û^e _âcêL C›ö Gjò
KûeYeê iì~ðýuê ^òdcòZ @ûeû]^û Keòaû
\ßûeû Pc}ûeòZû fûb ùjûA[ûGö ùZùa
iì~ðýuê iKûk 8.30 cò^òUþ _ìaðeê @ûeû]^û
Keû~òaû @ûagýKö
Mý a\kûAaû Gaõ iê¦e ÊûiÚý aRûd
eLòaû _ûAñ _êeûZ^ Kûkeê @ù^K _âKûe
_eµeûe _âPk^ ùjûA @ûiêQòö ùKùZK _eµeû
ejòQò ~ûjû Èú I _êeêh Cbdu _ûAñ icû^ eì_ùe
fûMê ùjûA[ûGö _âZò\ò^ _âZò\ò^ iKûùk iì~ðýuê Rk
PXÿûAaû \ßûeû @ù^K Pc}ûeòZû ù\Lû~ûA[ûGö
gûÈû^êiûùe iì~ðýuê _âZýl ù\aZû bûùa MâjY
Keû~ûGö iì~ðý ù\aZû gqò _â\û^e _âcêL C›ö
Gjò KûeYeê iì~ðýuê ^òdcòZ @ûeû]^û Keòaû \ßûeû
Pc}ûeòZû fûb ùjûA[ûGö ùZùa iì~ðýuê iKûk
8.30 cò^òUþ _ìaðeê @ûeû]^û Keû~òaû @ûagýKö
iì~ðýuê Rk @_ðY Keòaûe iò]û fûb còkò[ûGö iKûk
icdùe gúNâ g~ýû ZýûM Keò iì~ðýuê Rk @_ðY
Keòaû ij _ûYò c¤ùe iì~ðýuê ù\Lòaû @ûagýKö
Gjû\ßûeû iì~ðý KòeYeê \éÁògqò aé¡ò _ûA[ûGö C\d
iì~ðýuê Rk PXÿûAùf aýqò ùZRÊú ùjûA[ûGö
cê^òEhòu cZùe iì~ðýuê Rk\û^ Keòaû \ßûeû @ûc
geúeeê jû^òKûeK Z©ß ^Á ùjûA ~ûA[ûGö ùRýûZòh
gûÈùe iì~ðýuê ~g I i¹û^e KûeK Mâj bûùa
MâjY Keû~ûCQòö ùKøYiò aýqòu KêŠkúùe iì~ðý
Cy iÚû^ùe ejò[ôùf Cq aýqò _âZòÂòZ Gaõ ùZRÊú
ùjûA[û«òö Gbkò aýqòuê ~ù[Á i¹û^ còkò[ûGö
^úPùe iì~ðýu @aiÚû^ ùjûA[ôùf @gêb `k còkò[ûGö G[ôeê elû _ûAaû
_ûAñ _âZò\ò^ iì~ðýuê Rk @_ðY Keòaû CPòZö i¸a ùjùf Z´û Xûkùe
gê¡ Rk ù^A ùi[ôùe PûCk, uêuêc, `êf, MêW @û\ò _ìRû iûcMâú iì~ðýuê
@_ðY Keòaû CPòZö Gjò icdùe Iñ iì~ðýûd ^cü, Iñ bûÄeûd ^cü, Iñ eaùd
^cü, Iñ @û\òZýûd ^cü, Iñ bû^ùa ^cü, cª R_ Keû~ûA_ûeòa ö
iì~ðý ù\aZû gqò _â\û^e _âcêL C›ö Gjò
KûeYeê iì~ðýuê ^òdcòZ @ûeû]^û Keòaû
\ßûeû Pc}ûeòZû fûb ùjûA[ûGö ùZùa
iì~ðýuê iKûk 8.30 cò^òUþ _ìaðeê @ûeû]^û
Keû~òaû @ûagýKö
b
gâú`ke
cj©
\aûù\aúuê ^Wò@û ùbûM Lêa
_âòd ùaûfò cû^ýZû ejòQòö
ùZYê _ìRûùe ^Wÿò@û @_ðY
_ùe GjûKê ibóuê a<û
~ûGö ^Wÿò@û _ûYò c¤
Lêa _aòZâ I gê¡ö ^Wò@û
_ûYò Neê ^Kûeû™K gqòKê ^Á
Keò[ûGö ^Wÿò@û _ûYò _òAaû \ßûeû
@ù^K ùeûM c¤ \ìe ùjûA[ûGö
ùK
a a a a a a a a a a a a a a a a a a a a a a a a a a a a a a a a a a a a a a a a a a a a a a a a a a a a a a a
iì~ðý_ìRû
Mý a\kûAaû Gaõ iê¦e ÊûiÚý aRûd
eLòaû _ûAñ _êeûZ^ Kûkeê @ù^K _âKûe
_eµeûe _âPk^ ùjûA @ûiêQòö ùKùZK _eµeû
ejòQò ~ûjû Èú I _êeêh Cbdu _ûAñ icû^ eì_ùe
fûMê ùjûA[ûGö _âZò\ò^ _âZò\ò^ iKûùk iì~ðýuê Rk
PXÿûAaû \ßûeû @ù^K Pc}ûeòZû ù\Lû~ûA[ûGö
gûÈû^êiûùe iì~ðýuê _âZýl ù\aZû bûùa MâjY
Keû~ûGö iì~ðý ù\aZû gqò _â\û^e _âcêL C›ö
Gjò KûeYeê iì~ðýuê ^òdcòZ @ûeû]^û Keòaû \ßûeû
Pc}ûeòZû fûb ùjûA[ûGö ùZùa iì~ðýuê iKûk
8.30 cò^òUþ _ìaðeê @ûeû]^û Keû~òaû @ûagýKö
iì~ðýuê Rk @_ðY Keòaûe iò]û fûb còkò[ûGö iKûk
icdùe gúNâ g~ýû ZýûM Keò iì~ðýuê Rk @_ðY
Keòaû ij _ûYò c¤ùe iì~ðýuê ù\Lòaû @ûagýKö
Gjû\ßûeû iì~ðý KòeYeê \éÁògqò aé¡ò _ûA[ûGö C\d
iì~ðýuê Rk PXÿûAùf aýqò ùZRÊú ùjûA[ûGö
cê^òEhòu cZùe iì~ðýuê Rk\û^ Keòaû \ßûeû @ûc
geúeeê jû^òKûeK Z©ß ^Á ùjûA ~ûA[ûGö ùRýûZòh
gûÈùe iì~ðýuê ~g I i¹û^e KûeK Mâj bûùa
MâjY Keû~ûCQòö ùKøYiò aýqòu KêŠkúùe iì~ðý
Cy iÚû^ùe ejò[ôùf Cq aýqò _âZòÂòZ Gaõ ùZRÊú
ùjûA[û«òö Gbkò aýqòuê ~ù[Á i¹û^ còkò[ûGö
^úPùe iì~ðýu @aiÚû^ ùjûA[ôùf @gêb `k còkò[ûGö G[ôeê elû _ûAaû
_ûAñ _âZò\ò^ iì~ðýuê Rk @_ðY Keòaû CPòZö i¸a ùjùf Z´û Xûkùe
gê¡ Rk ù^A ùi[ôùe PûCk, uêuêc, `êf, MêW @û\ò _ìRû iûcMâú iì~ðýuê
@_ðY Keòaû CPòZö Gjò icdùe Iñ iì~ðýûd ^cü, Iñ bûÄeûd ^cü, Iñ eaùd
^cü, Iñ @û\òZýûd ^cü, Iñ bû^ùa ^cü, cª R_ Keû~ûA_ûeòa ö
iì~ðý ù\aZû gqò _â\û^e _âcêL C›ö Gjò
KûeYeê iì~ðýuê ^òdcòZ @ûeû]^û Keòaû
\ßûeû Pc}ûeòZû fûb ùjûA[ûGö ùZùa
iì~ðýuê iKûk 8.30 cò^òUþ _ìaðeê @ûeû]^û
Keû~òaû @ûagýKö
bû
¦ê ]cðùe
ù~ùKøYiò
gêbKû~ðý _ìaðeê
^Wò@û bûwòaûe
_eµeû ajê
_êeûZ^ Kûkeê
Pûfê ejòQòö
ù\aûù\aúu
@ûeû]^û,Méj
_âùag,aòaûj
icûùeûj, aâZNe
bkò _âùZýK cûwkòK
Kû~ðýùe ^Wò@ûe ^ò½òZ bûùa _âùdûM Keû~ûA[ûGö Kêjû~ûG
^Wò@û aò^û ùKøYiò ]ûcðòK I gêb Kû~ðý iµì‰ð ùjûA^[ûGö
cûZâ Lêa Kc ùfûùK RûYò [ôùa gêbKû~ðýùe ùKCñ
KûeYeê ^Wò@û bwû~ûA[ûGö Gjû _Qùe Kò KûeY
ejòQòö Zûjû ùjCQò jò¦ê ]cðùe ^Wò@ûKê _aòZâ `k
ùaûfò Kêjû~ûGö icÉ ]ûcðòK @ûùdûR^,@^êÂû^ùe
^Wò@ûe aýajûe Keû~ûA[ûGö ^Wò@û ùiøbûMý I
icé¡òe _âZúKö ù\aûù\aúuê ^Wò@û ùbûM Lêa
_âòd ùaûfò cû^ýZû ejòQòö ùZYê _ìRûùe ^Wò@û
@_ðY _ùe GjûKê ibóuê a<û ~ûGö ^Wò@û _ûYò
c¤ Lêa _aòZâ I gê¡ö ^Wò@û _ûYò Neê
^Keû™K gqòKê ^Á Keò[ûGö ^Wò@û _ûYò
_òAaû \ßûeû @ù^K ùeûM c¤ \ìe
ùjûA[ûGö ^Wò@ûKê gâú`k c¤ Kêjû~ûGö
bMaû^ue Gjû _âòd `kö ^Wò@ûe aûjûe
@õg gq I bòZe @õg ^ec I gû«òe _âZúKö
Gjò KûeYeê gêbKû~ðýùe ^Wò@û bûwòaûe @[ð
^òRe gq i\ég @jõKûeKê bMaû^u
i¹êLùe ZýûM Keòaû ij gû«ò bûa @ûYòaûö
^Wò@ûùe ù\Lû~ûC[ôaû 3Uò \ûMKê bMaû^
gòaue 3Uò ^d^ Kêjû~ûGö Gjû\ßûeû ~g,
ùa÷ba I icé¡ò _âû¯ò ùjûA[ûGö bMaû^
MùYguê ^Wò@û Lêa _i¦ö cû^ýZû
@^ê~ûdú,^Wò@û aò^û gêbKû~ðý @iµì‰ð
ùjûA[ûGö ^Wò@û bûwòaû \ßûeû
Kû~ðýùe [ôaû icÉ aû]û \ìe
ùjûA[ûGö GKûlú ^Wò@û
cû’flàúuê Lêa _âòdö GjûKê
@_ðY Keòaû \ßûeû
cû’flàúue aòùgh Ké_û
_eòaûe i\iýuê còkò[ûGö
Nùe iêLicé¡ò, ]^iµ©òe
@ûMc^ ùjûA[ûGö
@]ôK Pû’ ùjûA_ûùe iciýû
ùcûcûAf Uò aû jaðûf
Pû _ò@«êö Gjû @û_Yu
@]ôK Pû _òAaûe
@býûiKê KùcAa I Gjû ijòZ Pû
^ògûKê ]ôùe ]ôùe KcûAaûùe iûjûRý
Keòaö Gjû QWÿû Pû’e Gjò @°^ Êû\òÁ I ÊûiÚýKe
c¤ ùjûA[ûGö 4. Gjò Leû_ @býûieê
\ìùeAaû _ûAñ ù~ùZùaùk @û_Yu Pû
_òAaû _ûAñ Azû ùjCQò ùijò icdùe
@û_Y `kei _ò@«êö Gjû\ßûeû @û_Yu
_ûP^Zª i`û ejòaû ijòZ @û_Y
iêiÚ ejòùaö Gjò KûeYeê @û_Yu
cù^ûbûa c¤ _eòaZ^ ùjûA~òaö
5. ùKøYiò WòUr WâòuKê @û_Yu
Lû\ýûbýûiùe iûcòf Ke«ê, ~ûjûKê @û_Y \ò^
iûeû _òA _ûeòùaö Gjû \ßûeû @û_Yu geúeùe [ôaû
aòhûq _\û[ð ^òÃûiòZ ùjaû ijòZ @]ôK _òAaûe
@býûieê c]ý cêqò còkòaö
ùf´ê
aòùghmu
cZû^ê~ûdú,
ùf´ê ùKg I
ZßPû _ûAñ Lêa
C_Kûeúö
Gjûe ùia^
\ßûeû Mkûùe
[ôaû iõKâcY,
GiòWòUò,
ùcûUû_Y
@û\ò \ìe
Keòaûùe
ùagþ ijûdK
ùjûA[ûGö
IR^ jâûi
_ûAñ ^òR
Lû\ýùe
ùf´ê ^ò½d
iûcòf Ke«ê
´ê _âùZýK Nùe C_f²ö ùKùZKu _âòd Lû\ý Rò^òh c¤eê
Gjû ùMûUòGö IR^ jâûi Vûeê @ûe¸ Keò Lû\ýe Êû\ aXûAaû
_ûAñ aýajûe Keû~ûA[ûGö ùf´ê aýajûe \ßûeû jó iûfûWþ I
PûUþe Êû\ @]ôK fûMò [ûGö cûZâ ùKak Lû\ýe Êû\ ^êùjñ
G[ôùe @^ýû^ý bòUûcò^þ c¤ be_êe _eòcûYùe ejòQòö
G[ôùe bòUûcò^þ iò, bòUûcò^ aò6,bòUûcò^þ G, bòUûcò^þ A ejòQòö
^òR _i¦ @^ê~ûdú ibòGñ GjûKê aòbò^Ü Lû\ýùe aýajûe
Keò [û@û«òö cûZâ Chêc Lû\ý Kò´û Chêc _û^údùe ùf´ê
ei cògûA @ûù\ø ùia^ Keòaû CPòZ ^êùjñö @ù^K icdùe
aòbò^Ü Lû\ýùe ùfûùK ^òR eêPò @^ê~ûdú, ùf´ê
ei aýajûe Keò[û@û«òö cûZâ @û_Y RûYò Keò
@û½~ðý ùjùa Chêc Lû\ýùe ùf´ê ei cògûAaû \ßûeû
G[ôùe bòUûcò^þ iòe cûZâû ^Á ùjûA[ûGö Chêc Lû\ýe
iõÆgðùe @ûiòaû _ùe ùf´êùe [ôaû bòUûcò^ iò ^Á ùjaû
ij Lû\ýe ù_ûhK Z©ß c¤ ^Á ùjûA[ûGö Lû\ý Leû_
c¤ ùjûA[ûGö Gjò Lû\ý ùia^ \ßûeû ù_U R^òZ @ù^K
iciýû iéÁò ùjûA[ûGö ÊûiÚý C_ùe Kê_âbûa _KûA[ûGö
aòùghmu cZû^ê~ûdú, ùf´ê ùKg I ZßPû _ûAñ Lêa C_Kûeúö
Gjûe ùia^ \ßûeû Mkûùe [ôaû iõKâcY, GiòWòUò, ùcûUû_Y
@û\ò \ìe Keòaûùe ùag ijûdK ùjûA[ûGö IR^ jâûi _ûAñ
^òR Lû\ýùe ùf´ê ^ò½d iûcòf Ke«êö
ùf´ê
Lû\ýùe
ù
ùKûùfÁef \êA _âKûe ùjûA[ûG
ùMûUòG bf ùKûùfÁef I @^ýUò
Leû_ ùKûùfÁeûf ö bf
ùKûùfÁefKê jûA ùW^iòUò
fòù_ûù_âûUò^(GPWòGf) I aýûW
ùKûùfÁefKê ùfû ùW^þiòUò
fòù_ûù_âûUò^ (GfWòGf) Kêjû~ûA[ûG ö
GjûKê ajêZ cûeû™K Kêjû~ûA[ûG ö
aýûW ùKûùfÁef Kcþ Keòaûe aXÿò@û
C_ûd ejòQòö @ûagýK _Wòa^ò
ùcWòiò^ö þeqùe
ùKûùfÁef cûZâû
@]ôK ùjùf Gjû jûUð
@ûUûK bkò aò_\ iéÁò
Keò[ûG ö
jûAùKûùfÁef
geúeùe ùKøYiò
iõùKZ ù\A
^[ûG,G[ô_ûAñ GjûKê
iûAùf< Kòfe Kêjû~ûG ö @ûRòKûfò
fl fl ùfûK jûAùKûùfÁef iciýûe
iûc^û KeêQ«ò ö ùKûùfÁef \êA _âKûe
ùjûA[ûG ö ùMûUòG bf aû MêW ùKûùfÁef I @^ýUò aýûW aû Leû_
ùKûùfÁeûf MêWþ ùKûùfÁefKê jûA ùW^iòUò fòù_ûù_âûUò^(GPWòGf) I
aýûW ùKûùfÁeûfKê ùfû-ùW^iòUò fòù_ûù_âûUò^ (GfWòGf) Kêjû~ûA[ûG
ö GjûKê ajêZ cûeû™K c^û~ûA[ûG ö ù~Cñ[ô_ûAñ aäW ù`äû Kc ùjûA jûUð
@ûUûKþ aò_\ iéÁò Keò[ûG ö ùZùa @ûùc G[ô_ûAñ ùcWòiò^ C_ùe ^òbðe
^ Keò KòQò C_ûd \ßûeû aýûW ùKûùfÁeûfKê VòKþ Keò_ûeòaû ö
ÊûiÚýKe Lû\ý
~\ò @û_Y ùKûùfÁefKê Kcþ KeòaûKê PûjêñQ«ò, ùZùa @ûc @ûL_ûLùe
[ôaû ajê Rò^òhKê @ûùc aýajûe Keò_ûeòaû ö ùZYê ù_âûùii `êW,fêY I
Pò^ò @]ôK cûZâûùe LûAaû a¦ KeòaûKê ùja ö G[ôij Lôe RûZ \âaý
GfWòGfKê Kc Keò[ûG ö ifc^ cûQ, @LùeûU,@kiú @û\ò eqaûjòKû
_ûAñ ajêZ bf ùjûA[ûG ö
IR^ Kcþ Keòaû
ùKûùfÁef ùfbf Kc KeòaûKê Pûjêñ[ôùf IR^ Kc Keòaû @ûagýK
ö IR^ @]ôK ùjaû ù~ûMê eq aûjòKû C_ùe _âbûa _KûAa ö ùZYê
IR^ Kcþ Keòaû Reêeú ö
aýûdûc
ùKûùfÁef KcûAaû _ûAñ C_~êq Lû\ý ij aýûdûc Reêeú ùjûA[ûG
ö \ò^ùe `òRòKûf GreiûAR aXÿû«ê ö _jñeòaû, iûAùKf PfûAaû,
^ûPòaû @û\ò Reêe Ke«ê ö _âZò @] N<ûùe [ùe CV«ê I UòùK aêfò
@ûi«ê ö `òRòKûf GoòbòUò \ßûeû eqùe GPWòGf aXÿòaû ij GfWòGf
Kcò[ûG ö
cêifòc ^ûaûkK ijòZ jò¦ê ^ûaûkòKû ù`eûe: 5 \ò^_ùe ùek ùÁi^eê C¡ûe
PûeòQK,(_ò_òGi): _êeú Ròfäû
PûeòQK [û^û @«MðZ aûjûùeYû
Mâûce ùR÷^òK 16ahðúd cêifòc
^ûaûkK I ùijò Mâûc ùe ^òR
cûcêñ Nùe ejê[ôaû ùR÷^òKû 14
ahðúd aâûjàY jò¦ê ^û aûkòKûu
c¤ùe ù_âc iµKð MXÿò CVòaû
_ùe ùicûù^ Cbd Mûñ eê
ù`eûe ùjûA ~ûA[ôùfö
^ûaûkòKûKê @ù^K _âùfûb^
ù\LûA ^ûaûkK RYK @_jeY
Keò ù^A[ôaû ^ûaûkòKûu aû_û
5 \ò^ _ìùað PûeòQK [û^û
ù_ûfòiùe @bòù~ûM Keò[ôùfö
ù_ûfòi NUYûe Z\« Keê[ôaû
ùaùk ^û aûkòKûu cûcêñ Cbduê
bêaù^gßee ùekùÁi^ùe
VûaKeò ù_ûfòiKê Lae
ù\A[ôùfö ù_ûfòi Cbduê
Wûqeú cûA^û Keòaû ijòZ
^ûaûkòKûKê iê]ûe Méj I
^ûaûkKKê ùKûUð PûfûY KeòQòö
Cbd bêaù^gße Vûeê ùek
ù~ûùM aûwûùfûe ~òaûKê iÚòe
Keò[ôùf ùaûfò ù_ûfòi KjòQòö
bûeZ- _ûKòÉû^ c¤ùe ~ê¡
_eòiÚòZò Pûfò[ôaûùaùk
Gcûù^ GKZâ ù`eûe
ùjûA~òaû NUYû icMâ Ròfäûùe
Pyðûe aòhd _ûfUòQòö
iûjòZý _eòh\ _leê búcùbûA Rd«ú _ûkòZ
ùXuû^ûk, (bûÄe ^êýRþ): iÚû^úd
jûCiòõ ùaûWð Kùfû^úiÚòZ bûeZ cûZû
i\^e iõÄéZò ba^ _eòieùe @Lôk
bûeZúd iûjòZý _eòh\ ùXuû^ûk
Ròfäû gûLû Ze`eê i^ÚKaò búcùbûA
Rd«ú @^êÂû^e Ròfäû ibû_Zò Wü.
\êMûðcû]a _éÁòu ibû_ZòZßùe _ûkòZ
ùjûA~ûAQòö _âûe¸ùe @^êÂû^e
iû]ûeY iµû\K Kaò aûjû\ìe
_û…iûjûYú @^êÂû^e Kû~ðý]ûeû,
búcùbûAu iûjòZý KéZò I Zûu Rd«ú
_ûk^e @ûagýKZû C_ùe iìP^û
ù\aû _ùe C_iÚòZ ^cªúZ @Zò[ô I
KcðK©ðûcûù^ ùicû^ue aqaý
_â\û^ Keò búcùbûAu iûjòZýKéZò
aògßùe aòek ùaûfò cZaýq
Keò[ôùfö ibû_Zò Wü. \êMðûcû]a _éÁò
búc ùbûAu ÉêZò Pò«ûcYò I @^ýû^ý
_êÉK C_ùe aòÉéZ bûaùe
@ûùfûP^û Keò[ôùfö G[ôùe cjòcû
]cð I búcùbûA iµKðòZ KaòZû _ûV
Keû~ûA[ôfûö eûRý Kû~ðýKûeòYú
i\iý Wü. _âùcû\ _eòWû, Ròfäû
C_ibûù^Zâú _âbûZú cjû_ûZâ, ^Me
KcòUò ibûù^Zâú W. KaòZû cjû«ò,
Mñ\ò@û aäKþ ibû_Zò W. icúe iûjê,
Qù\g iûjòZý iõi\e ibû_Zò
^úkcYò cjûeYû, Qù\g iûjòZý
iõi\e iû]ûeY iõ_û\K Aõ. `Kúe
ùcûj^ iûjê, @aie_âû¯ iìP^û I
ùfûK iõ_Kð @]ôKûeú W. _âùcû\
^ûdK, ^Me KcòUò iû]ûeY
iõ_û\òKû ^òùa\òZû e[, @¤û_K
lúùeû\ Kêcûe ^ûdK, ibý aâjàû^¦
aûeòK, ibý \êMðûPeY eûCZ, Ròfäû
iùaðû\d cŠke ~êMà iõ_û\K fkòZ
ùcûj^ ùaùjeû, ibý eûùRg Kêcûe
ùaùjeû I cûZû eûc MûMûeûA
@ûùfûP^ûùe @õgMâjY Keò[ôùfö
ùghùe Ròfäû C_ibûù^Zâú _âbûZú
cjû_ûZâ ]^ýaû\ @_ðY Keò[ôùfö
14-5
ଏମାନଙ୍କୁ ଦେଶାନ୍ତର କେବେ
କେନ୍ଦ୍ରାପଡ଼ା, ୨୬/୪-କେନ୍ଦ୍ରାପଡ଼ା ଜିଲ୍ଲାରେ ହଜାର ହଜାର ବାଂଲା ଅନୁପ୍ରବେଶକାରୀ ରହୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ । ନା’ ଚଢ଼ଉ ହେଉଛି ନା’ ସେମାନଙ୍କ ବେଆଇନ ଗତିବିଧି ଉପରେ ନଜର ରଖାଯାଉଛି। ଦୁଇ ଦଶନ୍ଧି ତଳେ ପ୍ରଶାସନ ପକ୍ଷରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ଦେଶାନ୍ତର ନୋଟିସ୍ ଜାରି କରାଯାଇଥିଲା। ମହାକାଳପଡ଼ା, ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଞ୍ଚଳରେ ରହୁଥିବା ଏହି ଅନୁପ୍ରବେଶକାରୀଙ୍କୁ ୩୦ଦିନ ଭିତରେ ଦେଶ ଛାଡ଼ିବାକୁ କୁହାଯାଇଥିଲା। ଇତିମଧ୍ୟରେ ୨୧ବର୍ଷ ବିତିଯାଇଥିଲେ ବି’ ଜଣେ ହେଲେ ଦେଶ ଛାଡ଼ି ଗଲେ ନାହିଁ ।ବହୁ ଅନୁପ୍ରବେଶକାରୀ ତଞ୍ଚକତା ପୂର୍ବକ ଏଠାରେ ସ୍ଥାୟୀ ପ୍ରମାଣପତ୍ର ହାତେଇ ନେଇଛନ୍ତି। ୨୦୦୪ ଫେବ୍ରୁଆରି ୨୮ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାଂଲାଦେଶ ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା |
ପାଖାପାଖି ଦଶମାସ ଏହି ଚିହ୍ନଟ ପ୍ରକ୍ରିୟା ଚାଲିଥିଲା | ସେହିବର୍ଷ ଡିସେମ୍ବରରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ସେଥିରେ ମହାକାଳପଡ଼ାରେ ସର୍ବାଧିକ ୧୫୫୧ଜଣ, ରାଜନଗରରୁ ୫୧ ଏବଂ ପଟ୍ଟାମୁଣ୍ଡାଇରୁ ୪୭ଜଣଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ଦେଶ ଛାଡ଼ିବା ପାଇଁ ଗୃହ ବିଭାଗ ପକ୍ଷରୁ ୩୦ଦିନିଆ ନୋଟିସ୍ ଦିଆଯାଇଥିଲା। ଯଦିଓ ସରକାରୀ ଭାବେ ସେହି ସମୟରେ ବାଂଲା ଅନୁପ୍ରବେଶକାରୀଙ୍କ ସଂଖ୍ୟା ୧୬୪୯ଦର୍ଶାଯାଇଥିଲା, ବାସ୍ତବରେ କିନ୍ତୁ ବର୍ତ୍ତମାନ ଏସଂଖ୍ଯା ଜିଲ୍ଲାରେ ୩୦ହଜାର ପାର୍ କରିଯିବ ବୋଲି ଆକଳନ କରାଯାଉଛି। ଅନୁପ୍ରବେଶକାରୀଙ୍କ ମଧ୍ୟରୁ କେତେ ଜଣ ସରକାରୀ ଶିକ୍ଷକ ଚାକିରି କରିଥିବାର ନଜିର ବି ରହିଛି। । ବିଶେଷକରି ରାଜନଗର ବ୍ଲକ୍ର ୫୫ଟି ଏବଂ ମହାକାଳପଡ଼ା ବ୍ଲକ୍ର ୪୧ଟି ଗ୍ରାମ ଏବେ ଅନୁପ୍ରବେଶକାରୀଙ୍କ କବଳରେ। ଏହି ଦୁଇ ବ୍ଲକ୍ର ଏଭଳି କେତୋଟି ଗାଁ ରହିଛି, ୯୦ ପ୍ରତିଶତ ଅନୁପ୍ରବେଶକାରୀ ରହୁଛନ୍ତି। ଅନେକ ତଞ୍ଚକତା ପୂର୍ବକ ଆଧାରକାର୍ଡ, ରାସନକାର୍ଡ ହାତେଇବା ସହିତ ଘର କରି ସ୍ଥାୟୀ ବାସିନ୍ଦା ହୋଇଯାଇଥିବା ଦେଖିବାକୁ ମିଳିଛି। ଏହାବାଦ୍ ଗଞ୍ଜାମରୁ ବାଲେଶ୍ଵର ପର୍ଯ୍ୟନ୍ତ ୪୮୦ କିମି ଏବଂ ଧାମରା ମୁହାଣରୁ ଜଗତସିଂହପୁର ଜିଲ୍ଲାର ପାରାଦୀପ ପର୍ଯ୍ୟନ୍ତ ୯୦ କିମି ଅଞ୍ଚଳ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି।
@Lòk bûeZúd eûÁâúd ùg÷lòK
cjûiõNe iû]ûeY ibû
]cðgûkû,(\gð^ ^êýRþ): @Lòk
bûeZúd eûÁúd ùg÷lòK cjûiõN,
~ûR_êe Ròfäû gûLûe iû]ûeY ibû
]cðgûkû aäKþ RûeKû jûAÄêf
_eòieùe @^êÂòZ ùjûA~ûAQòö
ibûùe cjûiõNe eûRý iõMV^
cªú ^òe¬^ cjû«ò ibû_ZòZß
Keò[òùf û ùK¦âû_Wÿû Ròfäû ibû_Zò
_âùcû\ Kêcûe LêõUò@û I aò\ýûkde
_â]û^ gòlK iêùe¦â Kêcûe
ùaùjeûu iùcZ Ròfäûe icÉ
i\iýcû^uê ù^A GK RòfäûÉeúd
KcòUò MV^ Keû~ûA[òfûö ibû_Zò
bûùa @ùgûK Kêcûe gZ_[ú,
C_ibû_Zò @ld Kêcûe \ûi,
@bòRòZ _ûYòMâûjú, iû]ûeY iµû\K
bûùa ijûiâûõgê ùgLe cjû«ò,
iµû\K ecûKû« iûjê, bûMúe[ú
cjf, iõMV^ iµû\K @ùgûK
Kêcûe iûjê, ijiõMV^ iµû\K
_âZû_ _jò, ~êMàiµû\K _âùcû\
Kêcûe \ûi, eûùRg Kêcûe eûCk,
ùKûhû]ýl aâRKòùgûe _Šû, _âPûe
_âcêL ^ùe¦â Kêcûe ùaùjeû,
cûZégqò iõù~ûRK cûcò^û ^ûdK,
gûgßZú _â]û^, ùg÷lòK aòbûMùe
_âùcû\ Kêcûe ^ûdK, _â\ú_ ^û[,
@eêY Kêcûe aeûk I eùcg P¦â
ÊûAñ, Kû~ðýKûeú i\iý iûMe
ùbûA, i¬d \ûi, Rdù\a
ùiVú, C_ù\Áû bûùa aò\ýûkde
_ìaðZ^ _â]û^ gòlK ^ùe¦â Kêcûe
ùfuû I _â]û^ gòlK iêùe¦â Kêcûe
ùaùjeûuê iaði¹Zò Kâùc
cù^û^úZ Keû~ûA[òfûö
ùiø~ðý RûMeY ~ûZâû @^êÂòZ
eûdMWû(\gð^ ^ýêR):
_½òcaw cêgðò\ûaû\ Vûùe
jò¦êcû^u C_ùe ùjC[ôaû
@ûKâcYKê Zúaâ aòùeû] KeòQò
eûdMWû aRew \k ö Gjò
@aieùe @ûRò ùiø~ðý RûMeY
~ûZâû iÚû^úd RM^Üû[ c¦òe
^òKUeê aûjûeò ije cêLý aRûe
ù\A ^Me _eòKâcûùe _âbê gâú
eûcu Rd ]ß^úeò A¦òe^Me
iÚòZ eû]û Ké¾ c¦òe Vûùe
_jõPò[ôfû ö aògß jò¦ê _eòh\
@û^êKìfýùe aRew \k _leê
Gjò RûMeY ~ûZâûùe gj gj jò¦ê
ù_âcú I aReõMú Kcðú bûM
ù^A[ôùf ö _½òcawùe Zêe«
eûÁâ_Zò gûi^ fûMê Keò jò¦ê
bûAcû^uê iêelû ù\aû _ûAñ \ûaò
Keû~ûA[ôfû ö ùijòbkò eûdMWû
ije I Gjûe @ûL_ûL @õPkùe
aûõfûù\gú ùeûjòwò@û @ûiò aòbò^Ü
@ù^÷ZòK Kû~ðý Kkû_ PkûAQ«ò
ö aZðcû^ Vûeê ~\ò ùicû^uê
_âZòùeû] Keû^~òaû ùZùa
baòhýZùe eûdMWû Vûùe c¤
cêgðò\ûaû\ bkò iÚòZò C_êRòaûùe
aòk´ ùja ^ûjó ùaûfò ~ûZâûùe
\k _leê jò¦ê GK ùjaû _ûAñ
^òùa\^ Keò[ôùf ö ùiø~ðý
RûMeY ~ûZâûKê aògß jò¦ê _eòh\
eûRý C_ibû_Zò _â`êf _ûZâ,
aòGP_ò eûdMWû Ròfäû iµû\K ùK
eùcg ^Me ibû_Zò ùMû_ú aâjàû,
ij iµû\K ùMû_ú^û[ ùMøWÿ,
aRew \k eûdMWû ^Me _âcêL
iiýùRýûZò ùaùjeû, Kcðú ùK
eûùRg aûaê, @ûA^Rúaú @eêY
ùfuû, aòeRû _ûZâu iùcZ aògß
jò¦ê _eòh\ Ròfäû _âPûe _âiûeK
iêgû« Kêcûe _â]û^ _âcêL C_iÚòZ
ejò _eòPûk^û Keò[ôùfö
@Lôk bûeZúd iûjòZý
_eòh\ gûLûe ùa÷VK
KUK, (\gð^ ^êýRþ): @Lôk
bûeZúd iûjòZý _eòh\ KUK
gûLûe GK ùa÷VK ^ì@û_Wÿû
ieißZú gògê aò\ýûc¦òe _âûwYùe
@^êÂòZ ùjûA~ûAQò ö ùa÷VKùe
_½òc awùe jò¦ê cû^u _âZò
ùjC[ôaû jòõiû _âZò Mbúe ùgûK
_âKûg Keû ~ûA[ôfû ö @ûMûcú \ò^
cû^uùe ~êa_úXÿò cû^uê
eûÁâaû\ú bûa^ûùe ù~ûWòaû _ûAñ
aò\ýûkd cû^uùe aòbò^Ü
iûjòZýòK Kû~ðýKâc cû^ Keû~òaû
ù^A @ûùfûP^û Keû ~ûA[ôfû ö
@¤û_K _âi^Ü Kêcûe ÊûAñu
@¤lZûùe @^êÂòZ ùa÷VKùe
@¤û_K c<ê ùR^û,iûjòZýòK
ùP÷Z^ý _âiû\ eûCZ,gòlûaòZþ
Wü.iù«ûh Kêcûe _Šû,aýw Kaò
iêgòf Kêcûe eûCZ,Aõ.ùiaK
gâúKû«,Kaú MúZû¬kò _éÁò,
iûjòZýòKû a^òZû _Zò,iûjòZýòK
@eaò¦ Ke, gòlûaòZþ ùMûaò¦
Kêcûe _â]û^ _âcêL ù~ûM\û^
Keò[ôùf ö @ûMûcú \ò^ cû^u
ùe aòbò^Ü iûcûRòK MY c¤c
I _Zâ_ZâòKû cû^uùe eûÁâ
aû\ú Pò«û]ûeûe ùfLûcû^
_âKûgòZ Keò Gjûe _âPûe
_âiûe C_ùe MêeêZß ù\aûKê
_eûcgð \ò@û ~ûA[ôfû ö
cêgòð\ûaû\
jò¦ê C_ôúW^
SûeiêMêWû fòu
SûeiêMêWû,21û4(\gð^ ^êýRþ):
cêgðò\ûaû\ \wû iõ_éq I aû_ _ê@uê
^òcðc jZýû Keò[ôaû \êA RYuê
SûeiêMêWû _êfòi Mòe` KeòQòö
_½òcaw GiUòG`þ Vûeê iêP^û _ûA
SûeiêMêWÿû ù_ûfòi Z^ûN^û Keòaû
_ùe Ròfæûe a^je _ûfò [û^û @«MðZ
a¦ ajûf @*ûkeê aû^ò AiâûGf (
24)I iò`ûCfþ jKþKê Mòe` KeòQòö
ùijò_eò @^ý 6 RYuê @UK eLô
_½òc aw Gi Uò G`þKê jÉû«e
KeòQòö MZ @ù_âf 12 ZûeòLùe
_½òcaw cêiðò\ûaû\ ùe ùjûA[ôaû
\wû ùe jeùMûaò¦ \ûi (70) I
Zûu _ê@ P¦^ \ûiuê jZýû Keû
~ûA[ôfûö SûeiêMêWû Ròfäûùe fêPò[ôaû
@bò~êq \ßd uê @ûRò _½òcaw e ij
còkòZ PXÿûC Keò SûeiêMêWû ù_ûfòi
Mòe` KeòQòö _½òcaw cêiðò\ûaû\
@*kùe \wû cûcfûe Z\« _ûAñ
SûeiêMêWû ùe _½òcawe 6 RYò@û
Uòc @ûiò _j*òaû _ùe SûeiêMêWû
ù_ûfòi ijûdZûùe a§aûjûf I
a^je_ûfò [û^û @*kùe PXÿûC Keò
17eê @]ôK i¦òtuê _PeûCPeû
Keòaû _ùe @^ý 6 RYu iõ_éqò
[ôaû ù~ûMêñ ùicû^uê c¤ @UK
Keû~ûA [ôfûö Mòe` aû^ò AgâûAf,
I ùi÷`êf jK ^òKUeê ùMûUòG a§êK
ij 4Uò 9Gc Gc Mêkò RaZ ùjûAQòö
G iõ_Kðùe @]ôK Z[ý iû´û\òK
i¹òk^úùe C©eû*k @ûARò jòcûõgê
fûf I SûeiêMêWû Gi_ò iàò[ _ecûe
iìP^û ù\A Cbd @bò~êq ù_ûfòi
KaRû eê LiòaûKê ùPÁû Keê[ôfû
ùaùk ù_ûfòi 4 eûCŠ `ûuû Mêkò
Pûk^û Keò Cbduê @UKûAaû ùe
ilc ùjfû ùaûfò KjòQ«òö
_êYò AZòjûi ePòfû Aùiâû
^ì@û\òfäú,21û4 : ùiûcaûe AZòjûi ePò
Aùiâû cjûKûg ùlZâùe @ûC GK C_f²ò
jûif KeòQòö Aùiâû 2Uò C_MâjKê ifMÜ
Keòaû(ùÆùWr) còg^ùe \ßòZúd [e
C_Mâje WKòõ i`kZû_ìaðK _êeû KeòQòö
ùK¦âcªú RòùZ¦â iòõj Gù^A iìP^û
ù\AQ«òö ùKøYiò GK còg^Kê i`k Keòaû
_ûAñ eùKU Kò´û cjûKûgKê _Vû~ûA[ôaû
ùKøYiò ~û^Kê cjûKûgùe ‘WKòõ’e @ûagýKZû
_Wò[ûGö Gjò ùKøgkùe 2aû C¡ðß cjûKûg
~û^Kê GKûVò ù~ûWò aû Klùe GKûVò aW
ÁâKÔe ^òcðûY I iûcMâúe ù^aû @ûYòaûùe
aýajûe Keû~ûGö Gjò ùKøgk `kùe ^òRe
cjûKûg ùÁi^ ^òcðûY Gaõ P¦â~û^-4
@bò~û^e i*ûk^ Keòaûùe iûjû~ý còkòaö
Aùiâû MZ ahð 30 Wòùi´ùe ùÆùWr còg^
@ûe¸ Keò[ôfû Gaõ cjûKûgùe WKòõ iµKðòZ
_eúlY _ûAñ 2Uò C_Mâj GiWòGr01 I
GiWòGr02Kê Klùe iÚû_^ Keû~ûA[ôfû ö
cªú iòõj KjòQ«ò Kò _òGiGfbò-iò60/
ùÆùWr còg^Kê 30 Wòùi´e 2024Kê
i`kZû_ìaðK @ûe¸ Keû~ûA[ôfûö Gjû _ùe
C_MâjKê _â[c [e 16 Rû^êdûeú
2025ùe iKûk 6Uû 20 cò^òUùe WKþ I
13 cûyð 2025ùe iKûk 9Uû 20
cò^òUùe i`kZû _ìaðK @^WKþ(C_MâjKê
@fMû Keòaûe _âKâòdû) Keû~ûA[ôfûö
ACùeû_, ZêKðú I ·A^û ùe
jò¦ê]cðe _âbûa - eaò Kêcûe
bìaù^gße, 21ö4 (gî./cò) : bûeZ eûÁãúd iþdõ ùiaK
Kcðú A eaò Kêcûe aòù\g eûÁã cû^u _ûAñ Kû~ðý Keò 45 Uò
eûÁã ùe @ûeþ Gi Gi iõMV^ K[û aêSê[ôùf ö [ôuið Käa e
116 Zc @ûblgú @ûùfûP^ûùe cêLý @Zò[ô bûùa ù~ûM
ù\A ùi Zûu @^êba eê ACùeû_, ZêKðú I Pò^ ùe jò¦ê
]cðe _âbûa iμKðùe Kjò[ôùf ö eûRiÚû^, \òfäú,aûjûeò^,
QZògMW ,IWÿògû ,cê´ûA eê ajê aê¡òRúaú @ûùfûP^ûùe @õg
MâjY Keò[ôùf l [ôuið Käa e ibû_Zò ae\û \ûi ibû
iõù~ûR^û Keò Kjòùf GK\û MêeêKêk @ûgâc aògßùe ùagþ
_âbûa aòÉûe Keò[ôfû ö ù^_ûk,bûeZ I awkûù\g ùe ajê
jò¦ê aûi Ke«ò ö eaò Kêcûe u @^êbìZò a‰ð^û ù_âeYû\ldK
[ôfû ö iaðgâò ùcû^òKû @ûùeûeû,_âZû_ eûCZ, W ^¦ ^¦^
\ûi,iùaðgþe ùaùjeû, aòù^û\ cjû«ò,Ccûgue cògâ
@ûùfûP^û Keò[ôùf ö ùghùe ]^ýaû\ @_ðY Keû~ûA[ôfû
ùRýûZò cfä ibûe ùa÷hdòK _eò·k^û Keò[ôùf ö @ûi«û
eaòaûe 27 ZûeòL ùe aògòÁ iûjòZýòK cù^ûR \ûi u iûjòZý
I @û¤û™òK Rúa^ C_ùe \òfäú ùfLôKû icûR ijù~ûMùe
@ûblgú @ûùfûP^û @^êÂòZ ùja ö
Gaòbò_ò IWÿògû
(_ìað) _âû«e
icúlû I
ù~ûR^û ùa÷VK
@^êÂòZ
bêaù^gße, 21/04(gî.cò.) :
Gaòbò_ò IWÿògû (_ìað) _âû«e
icúlû I ù~ûR^û ùa÷VK
ùK¦âû_Wÿûùe @^êÂòZ
ùjûA~ûAQòö eûÁâúd ij
iõMV^ iµû\K ùMûaò¦ ^ûdK,
_ìað ùlZâe ùlZâúd iõMV^
iµû\K @_ûõgê ùgLe iòf I
ùlZâúd ij iõMV^ iµû\K gâú
ùa÷ùfûP^ iûjê ùa÷VKùe _ì‰ð
icd ]eò C_iÚòZ [ôùfö